STORYMIRROR

Subrat Malik

Romance Classics Fantasy

2  

Subrat Malik

Romance Classics Fantasy

ସ୍ପର୍ଶ

ସ୍ପର୍ଶ

1 min
119

ପାଷାଣୀ ଅହଲ୍ୟା

ଶ୍ରୀରାମଚନ୍ଦ୍ରଙ୍କ ପଦଯୁଗଳ ସ୍ପର୍ଶରେ

ଶାପ ମୁକ୍ତ ହେଲା ପରି

ତୁମ୍ଭର ସେ ଫୁଲ ପରି

କୋମଳ ମୁଲାୟମ ହସ୍ତ ସ୍ପର୍ଶ ପାଇଁ

ମୁଁ ଆଜି ଏକାକୀତ୍ୱ ଜୀବନରୁ ମୁକ୍ତ

ଅବସାନ ସ୍ୱପ୍ନିଳ ରାଜକୁମାରୀ ସନ୍ଧାନର

ଅୟମାରମ୍ଭ ନିଜ ବାହୁ ବନ୍ଧନରେ ଆବଦ୍ଧ 

କରିବା ପ୍ରକ୍ରିୟାର 

ଜନ୍ମ ଜନ୍ମ ପାଇଁ

ସାତ ଜନ୍ମ ପାଇଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance