STORYMIRROR

Nirupama Tarai

Romance

3  

Nirupama Tarai

Romance

ସ୍ପନ୍ଦନ

ସ୍ପନ୍ଦନ

1 min
174

ହୃଦୟ ମଧ୍ୟ ରେ କାହିଁକି ଆଜି

ଯୋର୍ ରେ ଶବ୍ଦ କରେ

ସ୍ପନ୍ଦନ ବଢୁୁଛିି ଯେତିିିିକି ଥର,

ତୁମେ ମନେପଡ ସେତିକି ଥର।


ମେଘ ପରିିଆସି ଛୁୁୁଇଁ ଯାଅ ,

କଲମ ରେ ଛବି ଆଙ୍କି ଦିଅ,

ନାୟକ ସାଜି ପ୍ରେମ ଇଲକାରେ

ପ୍ରେମ ଦୀପାବଳୀ କରିଦିିଅ।


ପ୍ରତିକ୍ଷଣ ପ୍ରତି ସ୍ପନ୍ଦନ ଥାଇ

ପାଖକୁ ଆସିଲେ ଧକଧକ ହୁଏ

ମନ କହେ ହୃଦୟର ଭାଷା

ଆଖିରେ ନାଚି ଛବି ଭରିଦିଅ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance