STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ସ୍ପନ୍ଦନ

ସ୍ପନ୍ଦନ

1 min
121

ଏ ହୃଦୟ ଟା ସ୍ପନ୍ଦନ ବିନା 
ଯେମିତି ପ୍ରାଣହୀନ ଲାଗେ 
ପଥର ଦେହରେ ଯେମିତି 
ଶୁଣି ହୁଏନା ସ୍ପନ୍ଦନ 
ଏବେ ଶରୀର ଟା କାହିଁକି 
ଯେ ମୃତବତ ଲାଗେ 
ବିନା ସ୍ପନ୍ଦନ ରେ 
ନିଶ୍ୱାସ ଅଟକି ଯାଏ 
ବିଶ୍ୱାସ ବିନା 
ଅଧୁରା ମନଟା ଯେବେ 
ଅପରିପୂର୍ଣ ଲାଗେ 
ବୈଶାଖ ମଧ୍ୟାହ୍ନ ପାଲଟି ଯାଏ 
ଜୀଵନ, ସ୍ପନ୍ଦନ ଥାଏ ହେଲେ 
ଜୀଵନ ନଥାଏ, ଜୀଵନ ଥାଏ 
ହେଲେ ବିଶ୍ୱାସ ଅଟକିଯାଏ 
ନିଶ୍ୱାସ ଭଳି............


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ସୈତାନ

ସୈତାନ

1 min ପଢ଼ନ୍ତୁ

ଉତ୍ତର

ଉତ୍ତର

1 min ପଢ଼ନ୍ତୁ

ଭୟ

ଭୟ

1 min ପଢ଼ନ୍ତୁ

ଦହନ

ଦହନ

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

Similar oriya poem from Abstract