STORYMIRROR

Shibanand Banchhor

Abstract

3  

Shibanand Banchhor

Abstract

ସପନ୍

ସପନ୍

1 min
313


ସପନ୍ ଆଉ ସପନ୍ ହେଇ ନି ନ 

ସବୁ ସପନ୍ ମରିଯାଇଛେ 

ଇ ବରଷର ଗଜା ମର୍ଡି ଲେଖେ 

ଇ ବର୍ଷାମାସ୍ ର ଜୁଏ ଲେଖେ ଖରା ଥି 


ବଡଖା୍ ସମୁଦର୍ ବାଗିର୍ ମୋର୍ ସପନ୍ ଟା 

ଆଏଜ୍ ମରୁଭୂମିର୍ ପାଏନ୍ ନି ଥିଲା ବାଏଲ୍ ଲେଖେ 

ଶୁଖା ଖଡ୍ ଖଡ୍ ପଡିଛେ 

ସପନର୍ ଜୀବନ୍ ମାନେ ଭି 

ପାଏନ୍ ଲାଗି ତର୍ସି ଉଠୁଛନ୍ 

ଇ ଖରାର୍ ଶୋଷର ମାଡେ


ଚିଲ୍ ଲେଖେ ଉଡୁଥିବାର୍ ମୋର୍ ସପନ୍ ମାନକର୍

ଡେନାମାନେ ଭାଙ୍ଗିଯାଇଛେ 

ଆଉ ବୁଢା ବଳଦ୍ ଲେଖେ ତଳେ ପଡିଛେ


ତଥାପି ମୁଇଁ ଗଠେଇ କରି ରଖିଛେ 

ମୋର୍ ସପନ୍ ମାନକେ 

ମୋର୍ ସମଲପୁରୀ ଉରମାଳ୍ ଭିତରେ 

ଖାସ୍ ଏନ୍ତା ଭାବିକରି କି :

ଭାଏଲ୍ ଶୁଖା ଖଡ୍ ଖଡ୍ ଭୂଇଁ ଥି ଅଦିନିଆ ମେଘ୍ ବରଷି୍ ଯିବା 

ମରୁଭୂମିର୍ ବାଏଲ୍ ଭେଲ୍ ପାଏନ୍ ହେଇଯିବା 

ଭାଙ୍ଗିଯାଇଥିବାର୍ ଡେନା ଭେଲ୍ ଫେର୍ ଜୁଡିଯିବା 

ଆଉ ମୋର୍ ସପନ୍ ମାନେ 

ଶୁଇଥିଲା ଛୁଆ ଲେଖେ ଉଠିବସବେ


     


Rate this content
Log in

Similar oriya poem from Abstract