STORYMIRROR

hrudananda sunani

Fantasy

3  

hrudananda sunani

Fantasy

ସପନ ଶେଷ

ସପନ ଶେଷ

1 min
114

ସୁନ୍ଦର ରାଜକୁମାର ଭଲି

ଦିଶୁଛି ଦିଶୁଛି ମୋ ଚେହେରା

ଖଟୁଛନ୍ତି ପାଶେ ମୋର ବେଶୀ

ଅନେକ ଚାକର ଓ ବେହେରା

ପାଖରେ ବଡ଼ କୋଠାଘର

ଅଛି ବହୁତ ଟଙ୍କା ମୋର

ନାହିଁ କିଛି ପାଖେ ଫିକର

ଗାଡି ଅଛି ଦାମିକା କାର

ଆରାମରେ ଯିବା ଆସିବା ଟା

ଗୋରୀ ମାନେ ମାର ଥାନ୍ତି ଟାଟା

ଦାମିକା ମୋବାଇଲ ହାତେ ମୋର

ହାଇ ରେଟ ର ଡ୍ରେସ ଅଙ୍ଗେ ଯାର

ସୁନ୍ଦରୀ ଏକ ବାହା ହେଲି

ସପନ ଶେଷ ହେଲା କାଲି  ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy