STORYMIRROR

Debabrata Mishra

Abstract Inspirational Others

3  

Debabrata Mishra

Abstract Inspirational Others

ସୋରିଷ ଫୁଲ

ସୋରିଷ ଫୁଲ

1 min
260


ମୁଁ ଫୁଟିଅଛି ମୋତେ କୋଳେଇ ନିଅ

ହଳଦୀ ରଙ୍ଗ ରେ ଅଟେ ଲୋଭନୀୟ, 


ବସନ୍ତ ରେ ଆସିଛି ଖେଳିବି ହୋଲି

ମୋର କ'ଣ ଅଧିକାର ନାହିଁ ଫୁଲ ବୋଲି, 


ସ୍ମିତହାସ୍ୟ ଦେଖିଛି ମୁଁ ତୁମରି ଓଠରେ

ତୁମେ ଯେବେ ପ୍ରାତଃକାଳେ ଦେଖଥରେ, 


ଭାବନାହିଁ ଫୁଲଟିଏ ନାହିଁ ମୋର ମନ

ମୋ' ମନେ ବି ଉଙ୍କିମାରେ ଅନେକ ସପନ । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract