STORYMIRROR

Akshayakumar Dash

Thriller

3  

Akshayakumar Dash

Thriller

ସଞ୍ଚୟ

ସଞ୍ଚୟ

1 min
11.4K

ଭବିଷ୍ୟତ ଜୀବନ ନିମିତ୍ତ

ସଞ୍ଚୟ କରିବାକୁ ହେବ

ଜ୍ଞାନ ହେଉ ବା ଅର୍ଥ ହେଉ

ମୂଲ୍ୟବାନ ତେବେ ସେ ହୋଇବ

ଛୋଟ ବିବୁଜ ପାତ୍ର ରେ

ଜଳ ସେଚନ ଆଶାରେ

ପାତ୍ର ଭରିବାକୁ ହେବ

ସମୟର ମୂଲ୍ୟ ପରି

ସଞ୍ଚୟ ବି ଆଗକୁ ବାଟ

ଶକ୍ତି କିମ୍ବା ସାମର୍ଥ୍ୟ ସଞ୍ଚୟ

ମୁଲ୍ୟବୋଧ ଅସାର ଆଲୋକ

କାଠି କୁଟା ଆଣି ବଣି

ଆଗକୁ ବାସ ପ୍ରସ୍ତୁତ କରଇ

କୃଷକ ବି ମୁଠି ବୁଣେ

ଶସ୍ୟ ଅମଳ କୁ

ଆଶା ରଖି ଏବେଠୁ ପ୍ରସ୍ତୁତ

ଆଶା ବାନ୍ଧିଥିବା ବେଳେ

ଅତୀତ ଗଲାଣି ଆସେ 

ଭବିଷ୍ୟତ ମାଡି 

ପୂର୍ବଦିଗେ ସ୍ବର୍ଯ୍ୟକ ଆଲୋକ

ସଞ୍ଚୟ ଦୂରକୁ ଦେଖେ

ଆକାଶର ସ୍ୱପ୍ନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Thriller