STORYMIRROR

Sunanda Mohanty

Abstract Thriller Others

3  

Sunanda Mohanty

Abstract Thriller Others

ଜୀବନ ନଈ ଶିକ୍ଷା ଦିଅଇ

ଜୀବନ ନଈ ଶିକ୍ଷା ଦିଅଇ

1 min
190


ଜୀବନ ନଈ ଯାଉଛି ଧାଇଁ

ପଛରେ ଛାଡ଼ି ଅତୀତ ସ୍ମୃତି

ଯାହା ହୁଏନା ଜମା ଇତି

ସ୍ମୃତିରେ ଖାଲି ବିଶ୍ୱାସ ll

ଜୀବନ ନଈ ପାହାଡି ହେଇ

ଯାଉଛି ଧାଇଁ ସାଗରେ ମିଶିବାକୁ

ବର୍ତ୍ତମାନ ଠିକଣା ନାହିଁ 

ଭବିଷ୍ୟତର ଥିବ ବା କାହିଁ ll

କେବଳ ଦୀର୍ଘନିଶ୍ୱାସ

ସକଳେ କହି ଜୀବନ ନଈ

ଛୁଇଁଲେ ତାକୁ ଚିହ୍ନିବ ଭାଇ

ବର୍ତ୍ତମାନେ ଭଲପାଇ ll

ନିଜ ମୁହଁକୁ ମୁକୁରେ ଦେଖଇ

ସେତିକି ଟିକେ ନିଶ୍ୱାସ

ଜୀବନ ନଈ ବିରାମ ନାହିଁ

ଗତିପଥରେ ଜଣେ କେ ନାହିଁ ll

ନିଜକୁ ନିଜେ ପଚାରେ ସେହି

କାହିଁକି ହୁଏ ମୋ ସର୍ବନାଶ

ଏ ଜୀବନ ନଈ ସ୍ୱର ଲୟ

ତାଳ ଯା ନାହିଁ, କେବଳ ଅଣଚାଶ

ଅତୀତ 'ବା'ଭବିଷ୍ୟତ ବତାସ ବର୍ତ୍ତମାନ ll

ଏକ ଦୀର୍ଘନିଶ୍ୱାସ

ଜୀବନ ନଈ ବୁଝିଯା ତୁହି

ଆହା ସାହା ରାହା ଏକା ଜଗନ୍ନାଥ

ମହାପ୍ରଭୁ ଭାବଗ୍ରାହୀ ଗୋସେଇଁ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract