STORYMIRROR

Sarojini Jena

Abstract Tragedy Inspirational

3  

Sarojini Jena

Abstract Tragedy Inspirational

ସଂସାର

ସଂସାର

1 min
113

କେବେ ଫଗୁଣ ର ଜୁଆର

         କେବେ ପୁଣି ଲୁହର ଆସର l


କେବେ ଢ଼େଉ ସାତ ସମୁଦ୍ରର

         କେବେ ପୁଣି ସ୍ୱର୍ଗ ପାରିଜାତର l


କେବେ ଝରା ଶେଫାଳି ର

         କେବେ ପୁଣି ଧାରା ଶ୍ରାବଣର l


କେବେ ପୁଣି ଲାଗେ ମରୁଝର 

         କେବେ ପୁଣି ସଂଗୀତର ସାତ ସୁର l


ସଂସାର କେବେ ମିଠା ସପନ

         ପୁଣି କେବେ ଅଧାଗଢା ଭଙ୍ଗା ଜୀବନ l


କେବେ ବାଆ ବତାସୀର ଝଡ

         କେବେ ଲାଗେ ପୁଣି ବାଇଚଢେଇ ର ନୀଡ l


ସଂସାର ତଥାପି ଲାଗେ 

           ଏଠି ମଧୁର ମଧୁର l


Rate this content
Log in

Similar oriya poem from Abstract