STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Abstract

2  

ନାୟକ ଅକ୍ଷୟ ରାଜହସ୍ତୀ

Abstract

ସଂକ୍ରାନ୍ତି ପୁଅ

ସଂକ୍ରାନ୍ତି ପୁଅ

1 min
178

ଆଜି ଭାରି ଇଚ୍ଛା ହୁଏ ଶୁଣି ବାକୁ ଲୋ.. ରେବ

ଲୋ.. ନିଆଁ.. ଲୋ ଚୁଲି

ନେତ ଗାଈ ର ହମ୍ବାରଡ଼ି ରେ '' ହଁ.. ମା "ଡାକ ରେ

ନିଦ ଭାଙ୍ଗେ ଓଡ଼ିଆ ପୁଅ ର ଆଖି ମଳି ମଳି

ଉତ୍କଳ ଭ୍ରମଣ ରେ ସାମିଲ୍ ହେଇ

ମୋ ଜନ୍ମଭୂମି ଢେଙ୍କାନାଳ କୁ ସେଇ ସଂକ୍ରାନ୍ତି ପୁଅ ଆସିଥିଲେ ବୋଲି କେବେ ଦିନେ ସଞ୍ଜ ବେଳେ

ସେ ବସା ଘରେ ବସି ବହି ପଢି ଥିଲି

ଭୋଳାନାଥ ଖମାରିଆ 'ପାନ ଗୁଆ ପଠାଇ ଦିଅ'

ଜାଣି ନାହଁ ବୋଧେ ମୁଁ ପାନ ଖାଏ ବୋଲି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract