STORYMIRROR

Bijoy Jena

Classics Inspirational Others

3  

Bijoy Jena

Classics Inspirational Others

ସଂଜ ଆସେ ନଇଁ ନଇଁ

ସଂଜ ଆସେ ନଇଁ ନଇଁ

1 min
314

ସଂଜ ଆସେ ନଇଁ ନଇଁ ଲୋ

ସଂଜ ଆସେ ନଇଁ ନଇଁ ଲୋ

ବୃନ୍ଦାବତୀ ମୂଳେ ସଧବା ବୋହୂଟି

ସଂଜବତୀ ଜାଳି ଦେଇ ଲୋ

ପଶ୍ଚିମ ଆକାଶ କି ସୁନ୍ଦର ଦିଶେ

ଆହା କି ଲୋହିତ ଛବି

କ୍ରମେ ଅନ୍ଧକାର

ଆ ସି ଲାଣି ଘୋଟି

ତାରା ହେଲେ ମିଟି ମିଟିଲୋ

ଦୂର ଗାମୀ ପକ୍ଷୀ ନୀଡ଼କୁ ବାହୁଡେ

ଆକାଶରେ ଉଡ଼ି ଉଡ଼ି ଲୋ

ଚାଷ କାମ ସାରି କୃଷକେ ଫେରନ୍ତି

ମନ ମତା ଣୀ ଆ ହୋଇ ଲୋ

ଭାଗବତ ଟୁଙ୍ଗି ପୁରାଣ ବାପୁଡ଼ା

ସ୍ୱର ତାର ଲମ୍ବି ଦେଇ ଲୋ

ମନ୍ଦିର ଯେଉଁଠି ଆ ଳ ତି ସେଇଠି

ଲୋକ ସମାଗମ ହୋଇ ଲୋ

ଧୀରେ ଧୀରେ ଏ ବେ ରାତି ବଢ଼ିଲାଣି ସୃଷ୍ଟିର ସର୍ଜନା ନେଇ ଲୋ

ସର୍ବ ପ୍ରାଣୀ ଯିବେ ନିଦ୍ରା ଗତ ଭବେ

ଆସନ୍ତା କାଲିର ପାଇଁ ଲୋ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics