STORYMIRROR

Sudhashree Bhattamisra

Inspirational

4.5  

Sudhashree Bhattamisra

Inspirational

ସଂଗ୍ରାମ

ସଂଗ୍ରାମ

1 min
7

ଏହି ମହାସଂଗ୍ରାମ ରେ ମୁଁ ଅସ୍ତ୍ରଶୂନ୍ୟ 
ଏହି ହିଂସାର ନଗରୀରେ ମୁଁ ଯାତ୍ରୀ 
ଅହିଂସାର, ଏହି ସୁଦୀର୍ଘ ଜୀଵନ 
ଯାତ୍ରାର ମୁଁ ପଦଯାତ୍ରୀଟିଏ 
ଭିଡ ଏହି ଦୁନିଆରେ ମୁଁ 
ଏକାକୀ ମଣିଷଟିଏ 
ମୁଁ ଚାହେଁନା ସଉଦା ହେବାକୁ 
ସ୍ୱାର୍ଥର ବଜାର ରେ 
ସଂଗ୍ରାମ ଯେବେ ଭିନ୍ନ 
ମୋଡ ନିଏ, ହିଂସାର ମାର୍ଗ 
ଯିଏ ଆପଣା ଏ 
ମୁଁ କିନ୍ତୁ ଚାହେଁନା ସଂଗ୍ରାମ 
ଅସ୍ତ୍ର ଶସ୍ତ୍ର ର 
ବିକଳ୍ପ ଚାହେଁ ଏହି ସଂଗ୍ରାମ ର 
ଏହି ମହା ସଂଗ୍ରାମରେ 
ମୁଁ ଅସ୍ତ୍ରଶୂନ୍ୟ...........................


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ତମେ

ତମେ

1 min ପଢ଼ନ୍ତୁ

ଚିତ୍ର

ଚିତ୍ର

1 min ପଢ଼ନ୍ତୁ

ଆଇନା

ଆଇନା

1 min ପଢ଼ନ୍ତୁ

ଆଇନା

ଆଇନା

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ହୃଦୟ

ହୃଦୟ

1 min ପଢ଼ନ୍ତୁ

Similar oriya poem from Inspirational