STORYMIRROR

Sudhashree Bhattamisra

Inspirational

4.5  

Sudhashree Bhattamisra

Inspirational

ଆକାଶ

ଆକାଶ

1 min
4

ବିପଥଗାମୀ ମଣିଷଟା କାହିଁକି ଯେ ଖୋଜିଥାଏ 
ଲକ୍ଷ୍ୟସ୍ଥଳୀ, ପୁଣି ବାଟବଣା ହୁଏ 
ଅଜଣା ସହରରେ ରାସ୍ତା ଭଟକେ 
ଜୀଵନ ଯେବେ ମରୁଭୂମି 
ପାଲଟିଯାଏ, ତୃଷ୍ନା ମେଣ୍ଟିବାର ଲାଳସରେ 
ସେ ଭଟକୁ ଥାଏ, ପକ୍ଷଛେଦନ 
ପକ୍ଷୀଟିଏ ସିନା ସେ, ସେ ଆଉ ଉଡ଼ିପାରେନା 
କ୍ଷତାକ୍ତ ଡେଣାରେ ମନଭରି 
ସେହି ମୁକ୍ତ ଆକାଶର 
ଆକାଶର ଆଲିଙ୍ଗନ 
ଏଇ ବୋଧେ ନିବିଡ଼ ବନ୍ଧନ 
ଉଡିବାକୁ ଆକାଶ ର 
ପ୍ରଶସ୍ତ ବକ୍ଷରେ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଚିତ୍ର

ଚିତ୍ର

1 min ପଢ଼ନ୍ତୁ

ଆଇନା

ଆଇନା

1 min ପଢ଼ନ୍ତୁ

ଆଇନା

ଆଇନା

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ହୃଦୟ

ହୃଦୟ

1 min ପଢ଼ନ୍ତୁ

ସୈତାନ

ସୈତାନ

1 min ପଢ଼ନ୍ତୁ

ବଳି

ବଳି

1 min ପଢ଼ନ୍ତୁ

Similar oriya poem from Inspirational