STORYMIRROR

Sudhashree Bhattamisra

Inspirational

4.5  

Sudhashree Bhattamisra

Inspirational

ଚିତ୍ର

ଚିତ୍ର

1 min
4

ମୁଁ ଯେବେ ତୁଳିରଙ୍ଗ ନିଏ ଆଙ୍କିବାକୁ 
ଅନାବନା ଚିତ୍ର, କଣ ଯେ ଆଙ୍କିଦିଏ 
କେତେବେଳେ, ଚିତ୍ରଣ ଏକ ଚିତ୍ରିତ ଜୀବନର 
ସବୁକିଛି ଲାଗେ ବିଚିତ୍ର 
ବିଦ୍ରୋହୀ ମନଟା ଯେବେ ବିଦ୍ରୋହ କରେ 
କିଛିବି ପାଏନା ନିର୍ଯ୍ୟାସ 
ଆଙ୍କିଦିଏ ଯେବେ ଅନାବନା ପୃଷ୍ଠା ପରେ 
ଚିତ୍ର ଜୀବନର, ଜୀବନଟା ବରଂ 
ଅଧିକ ଜଟିଳ ଲାଗେ 
ସେହି ଜଟିଳ ତା କୁଟିଳତା 
ଭିତରେ ଘୁରି ବୁଲୁଥାଏ 
ଖୋଜୁଥାଏ ଏକ ସହଜ ସୁନ୍ଦର 
ସରଳ ଜୀଵନ, ଏକ ସୁଗମ 
ପଥ ଏହି ଦୁର୍ଗମ ଜୀଵନ ର............


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଚିତ୍ର

ଚିତ୍ର

1 min ପଢ଼ନ୍ତୁ

ଆଇନା

ଆଇନା

1 min ପଢ଼ନ୍ତୁ

ଆଇନା

ଆଇନା

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ହୃଦୟ

ହୃଦୟ

1 min ପଢ଼ନ୍ତୁ

ସୈତାନ

ସୈତାନ

1 min ପଢ଼ନ୍ତୁ

ବଳି

ବଳି

1 min ପଢ଼ନ୍ତୁ

Similar oriya poem from Inspirational