ଘୃଣା
ଘୃଣା
ମିଛ ଏହି ଦୁନିଆରେ, ମୁଁ କରେ ସତ୍ୟର ସନ୍ଧାନ
ପାପ ଏହି ଦୁନିଆରେ ମୁଁ ଖୋଜେ ପୁଣ୍ୟ
ଘୃଣା ଏହି ସହରରେ ମୁଁ ଖୋଜେ ପ୍ରକୃତ ଭଲପାଇବା
ଅଧର୍ମ ଏହି ଦୁନିଆରେ ମୁଁ ଖୋଜେ ଧର୍ମରକ୍ଷା
ଅନ୍ୟାୟ ଏହି ସଂସାର ରେ ମୁଁ ଖୋଜେ ନ୍ୟାୟ
ନିରାଶ ର ବେଳାଭୂମିରେ ମୁଁ ଖୋଜେ ଆଶାର ଝଲକ
ଅଶାନ୍ତ ଏହି ଜୀବନରେ ମୁଁ ଖୋଜେ ଶାନ୍ତିର ଯମୁନା
ପାପ ନୁହେଁ ଭଲ ପାଇବା ଯାହା ଆମେ କାହାକୁ
ବି କରୁ............
