STORYMIRROR

Sudhashree Bhattamisra

Abstract

4.5  

Sudhashree Bhattamisra

Abstract

ତମେ

ତମେ

1 min
7

ତମେ ନଦୀ ହେଲେ ମୁଁ ନକ୍ଷତ୍ର 
ତମେ ପ୍ରକୃତି ରାଣୀ ହେଲେ 
ମୁଁ ସୌନ୍ଧର୍ଯ୍ୟ ସମ୍ଭାର 
ତମେ ଶୀତଳତା ହେଲେ 
ମୁଁ ଚନ୍ଦ୍ରମା, ତମେ ପ୍ରତିବିମ୍ବ 
ହେଲେ ମୁଁ ପ୍ରତିଫଳନ 
ତମେ ହୃଦୟ ହେଲେ 
ମୁଁ ସ୍ପନ୍ଦନ, ତମେ 
ବାସ୍ତବତା ହେଲେ ମୁଁ 
ପ୍ରତିବିମ୍ବ, ତମେ ମନ 
ହେଲେ ମୁଁ ଚଳଚଞ୍ଚଳ 
ତମେ ଉଦ୍ୟାନ ହେଲେ 
ମୁଁ ପୁଷ୍ପ, ତମେ ପୁଷ୍କରିଣୀ 
ହେଲେ ମୁଁ ପଦ୍ମ.........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ତମେ

ତମେ

1 min ପଢ଼ନ୍ତୁ

ଚିତ୍ର

ଚିତ୍ର

1 min ପଢ଼ନ୍ତୁ

ଆଇନା

ଆଇନା

1 min ପଢ଼ନ୍ତୁ

ଆଇନା

ଆଇନା

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ହୃଦୟ

ହୃଦୟ

1 min ପଢ଼ନ୍ତୁ

Similar oriya poem from Abstract