STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ସଙ୍କଟମୋଚନ ଶ୍ରୀଗଣେଶ

ସଙ୍କଟମୋଚନ ଶ୍ରୀଗଣେଶ

1 min
34


ଶ୍ରୀଗଣେଶ ଗଜାନନ ଗିରିଜା ନନ୍ଦନ

ସର୍ବବିଘ୍ନ ବିନାୟକ ମୂଷିକ ବାହନ,

ଅଗ୍ରପୂଜ୍ୟ ବିଦ୍ୟାଦାତା ସିଦ୍ଧି ପ୍ରଦାୟକ,

ଶୈଳପୁତ୍ରୀ ସୁତପ୍ରଭୁ ମଙ୍ଗଳ ଦାୟକ।



କରୁଣାସାଗର ଲମ୍ବୋଦର ଶ୍ରୀଗଣେଶ

ଭାଦ୍ର ଶୁକ୍ଳ ଚତୁର୍ଥୀରେ ଧରାରେ ପ୍ରବେଶ

ଜ୍ଞାନ ବୁଦ୍ଧିରେ ପ୍ରବୀଣ ଆହେ ବୃକୋଦର

ବୁଦ୍ଧିରେ ହରାଇଥିଲ ଭ୍ରାତାଙ୍କୁ ତୁମ୍ଭର।



ସଙ୍କଟମୋଚନ ପ୍ରଭୁ ଗଉରୀ ନନ୍ଦନ

ଆଜି ଏ ସଙ୍କଟୁ ପ୍ରଭୁ କର ଯେ ମୋଚନ

ଭକ୍ତି ନୈବେଦ୍ୟ ଆମ୍ଭର କରନ୍ତୁ ଗ୍ରହଣ

ଏ ଧରାରେ ବିରାଜୁ ଶାନ୍ତି ବାତାବରଣ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational