Pallabini Acharya
Abstract
ସଂଘର୍ଷର ତାଳେ ତାଳେ
ଜୀବନ ନାଚୁଛି,
ଅସରନ୍ତି କର୍ମରେ
ସମୟ ବିତୁଛି,
ଚତୁର୍ଦ୍ଦିଗ ଆଲୋକିତ କରି ଏ ଦୁନିଆ,
ତଥାପି,
ଅନ୍ଧାରେ ଝୁଣ୍ଟି ହିଁ ଚାଲିଛି;
ମନ ମୋ ଆନ୍ଦୋଳିତ
ଓ
ହୃଦୟ ବିବ୍ରତ !
କିନ୍ତୁ,
ଆତ୍ମା ମୋ
ଅନନ୍ତର ଯାତ୍ରା ଯେ ଚାଲିଛି ।
କାବ୍ୟ
ବର୍ଷା
ଟ୍ରାଏଲ
ଟ୍ରିୟାଲ
ଶୀତ
ଗୁରୁ
ସଂଘର୍ଷ
ଦାଂତ-ହୀନ ପେଡି...
ଉତ୍କଳ ମାତାର ସ...
ମାନବୀୟ ସ୍ପର୍ଶ
ମନ ଚେତନା ଓ ଶରୀର ପାଇଁକି ଉତ୍କୃଷ୍ଟ ଶିକ୍ଷାର ମନ୍ଦିର ଥିଲା ଜୀବନର ଲକ୍ଷ୍ୟ ସାଧନ କ୍ଷେତ୍ରରେ ପଥ ପ୍ରଦର୍ଶନ... ମନ ଚେତନା ଓ ଶରୀର ପାଇଁକି ଉତ୍କୃଷ୍ଟ ଶିକ୍ଷାର ମନ୍ଦିର ଥିଲା ଜୀବନର ଲକ୍ଷ୍ୟ ସାଧନ କ୍ଷେ...
ଆଗକୁ ଆଗକୁ ଚାଲିଛି ଏ ଜୀବନ ନୌକାରେ ମାନବ ହୋଇଛି, କିନ୍ତୁ ଚାଲେ ବିପରୀତ ଦିଶାରେ |୭| ତୁଟି ଯିବ ମୋହ କାୟା... ଆଗକୁ ଆଗକୁ ଚାଲିଛି ଏ ଜୀବନ ନୌକାରେ ମାନବ ହୋଇଛି, କିନ୍ତୁ ଚାଲେ ବିପରୀତ ଦିଶାରେ |୭| ...
ଆସ ପ୍ରାଣ ମିତ, ତୁମ ପାଇଁ ଗୀତ ଲେଖିକି ଚାହିଁଛି ଅନାଇ ଆସ ପ୍ରାଣ ମିତ, ତୁମ ପାଇଁ ଗୀତ ଲେଖିକି ଚାହିଁଛି ଅନାଇ
କିଏ ଜଣେ କହି ଦେଇଗଲା ତୁମେ ପରା ସବୁ ହୃଦୟରେ ମୁଁ ନିରେଖି ଦେଖିଲି ମୋ ମନ ଭିତରକୁ ବହୁ ବେଳ ଯାଏଁ ସେ କିଏ ଜଣେ କହି ଦେଇଗଲା ତୁମେ ପରା ସବୁ ହୃଦୟରେ ମୁଁ ନିରେଖି ଦେଖିଲି ମୋ ମନ ଭିତରକୁ ବହୁ ବେଳ...
ଅବିସ୍ମରଣୀୟ ' ମୋ ଗାଁ ' ଅବିସ୍ମରଣୀୟ ' ମୋ ଗାଁ '
କାତ୍ୟାୟନୀ କାତ୍ୟାୟନୀ
ପବିତ୍ର ଭାରତ କୃଷ୍ଣ ରାମ ଭୂମି ଅଟେ ପରା ଏହୁ ସର୍ବୋତ୍ତମ ଭୂମି। ପବିତ୍ର ଭାରତ କୃଷ୍ଣ ରାମ ଭୂମି ଅଟେ ପରା ଏହୁ ସର୍ବୋତ୍ତମ ଭୂମି।
ମାତୃକୃପା ବଳେ ଏ ଦୁଃଖ ସଂସାରେ ସାଧକ ନିର୍ଲିପ୍ତ ରହି ସକଳ ସୁଖକୁ ଭୋଗ କରି ସାରି ମୋକ୍ଷ ପ୍ରାପ ମାତୃକୃପା ବଳେ ଏ ଦୁଃଖ ସଂସାରେ ସାଧକ ନିର୍ଲିପ୍ତ ରହି ସକଳ ସୁଖକୁ ଭୋଗ କରି ସାରି ...
ତୁମ ଦର୍ଶନ ତୁମ ବିଚାର ସଭିଏଁ କରନ୍ତୁ ତା'ର ଆଦର ତୁମ ଆଦର୍ଶରେ ସଭିଏଁ ହୁଅନ୍ତୁ ଅନୁପ୍ରାଣିତ ... ତୁମ ଦର୍ଶନ ତୁମ ବିଚାର ସଭିଏଁ କରନ୍ତୁ ତା'ର ଆଦର ତୁମ ଆଦର୍ଶରେ ସଭିଏଁ ...
ଅଜ୍ଞାନ କାଳିମା ହୃଦୟର ସୀମା ଲଙ୍ଘି ବାହାରକୁ ଆସଇ ଯଦି ଜ୍ଞାନର ଆଲୋକ କିପରି ଜଳିବ କୁହ ଯେ ଲଭିଛ ଜ୍ଞାନରେ ସ... ଅଜ୍ଞାନ କାଳିମା ହୃଦୟର ସୀମା ଲଙ୍ଘି ବାହାରକୁ ଆସଇ ଯଦି ଜ୍ଞାନର ଆଲୋକ କିପରି ଜଳିବ କ...
ହଳଦିଆ ରଙ୍ଗେ ଖେଳିବା ହୋଲି ହଳଦିଆ ରଙ୍ଗେ ଖେଳିବା ହୋଲି
ମନେ ପଡେ କର୍ମପଥେ ମନେ ପଡେ କର୍ମପଥେ
ଲୀଳାମୟ କାହ୍ନା ଲୀଳାମୟ କାହ୍ନା
ଆତ୍ମ ସୁଖ ଛାଡ଼ି ହାସ୍ୟ ବିତରିଲେ ଶୁଦ୍ଧ ପ୍ରେମ ଯାଏ ଝରି । ଆତ୍ମ ସୁଖ ଛାଡ଼ି ହାସ୍ୟ ବିତରିଲେ ଶୁଦ୍ଧ ପ୍ରେମ ଯାଏ ଝରି ।
କିଏ ଜାଣେ କେଉଁ ନୂଆ ରୂପ ନେଇ ଆସି ଖେଳିବ ସେ କୁଳେ।। କିଏ ଜାଣେ କେଉଁ ନୂଆ ରୂପ ନେଇ ଆସି ଖେଳିବ ସେ କୁଳେ।।
ତାକୁ ଖାଇ ସର୍ବେ ହୁଅନ୍ତି ଖୁସି କାର୍ତ୍ତିକ ପୂର୍ଣ୍ଣିମା ପାଳନ୍ତି ହସି।। ତାକୁ ଖାଇ ସର୍ବେ ହୁଅନ୍ତି ଖୁସି କାର୍ତ୍ତିକ ପୂର୍ଣ୍ଣିମା ପାଳନ୍ତି ହସି।।
ମହାଶୂନ୍ୟେ ସତେ ଯିବକି ମିଳେଇ ମୂଲଚାଲ ପରା କିଛି ସରିନାହିଁ ! ମହାଶୂନ୍ୟେ ସତେ ଯିବକି ମିଳେଇ ମୂଲଚାଲ ପରା କିଛି ସରିନାହିଁ !
ଭକତି କୁସୁମାଂଜଳି ଭକତି କୁସୁମାଂଜଳି
ଅଧୁରା ସପନ ଅଧୁରା ସପନ
ସ୍ୱାଭିମାନ ସ୍ୱାଭିମାନ