STORYMIRROR

Pallabini Acharya

Others

2  

Pallabini Acharya

Others

ଗୁରୁ

ଗୁରୁ

1 min
112

ଗୁରୁ ଚିରକାଳ ନମସ୍ୟ ଓ ବନ୍ଦନୀୟ  ।ଗୁରୁ ଅଗାଧଜ୍ଞାନର ଅସରନ୍ତି ଭଣ୍ଡାର ।ଗୁରୁଙ୍କ ମାର୍ଗଦଶନରେ ପରିଚାଳିତ ହେଲେ ସୁମାର୍ଜିତ, ସୁଗମ ହୁଏ ଜୀବନ ଯାତ୍ରା ।ଯେଉଁଭଳି ମହମବତୀଟିଏ ନିଜକୁ ତିଳ ତିଳ କରି ଜାଳି 

ଅନ୍ୟକୁ ଆଲୋକ ପ୍ରଦାନ କରେ ସେହିପରି  ସେହି ପରମ ପୁରୁଷ, ପରମାତ୍ମା ଗୁରୁ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂରୀଭୂତକରିବା ନିମନ୍ତେ ନିଜକୁ ଉତ୍ସର୍ଗ କରିଦିଅନ୍ତି ।ନିଜ ସମୟ, ଜ୍ଞାନକୁ ବିନିଯୋଗ କରନ୍ତି ସ୍ବସନ୍ତାନ ତୁଲ୍ୟ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍