STORYMIRROR

Pallabini Acharya

Others

3.7  

Pallabini Acharya

Others

ଶୀତ

ଶୀତ

1 min
179


ଚାରିଆଡ଼େ କୁହୁଡ଼ି କୁହୁଡି ।

ଶୀତଳ ପବନର ଗର୍ଜନ,

କୋହଲା ପାଗରେ ହେମାଳ କମ୍ପନ,

କୁହୁଡ଼ିର ଛାୟାର ପ୍ରକୋପରୁ

ବର୍ତ୍ତେ ନାହିଁ ସୂର୍ଯ୍ୟର ଲାଲ ରଙ୍ଗ ।

ରାତିର ନିରବତାରେ କାକର ବର୍ଷା ହୁଏ ।

ଶୀତଳ ଶୀତଦିନ ରାତି,

ଅଗ୍ନି ସ୍ପର୍ଶ ପାଇଁ ପାଇଁ ଆତୁର ସର୍ବାଙ୍ଗ ଶରୀର । ନିଆଁ-ଉହ୍ନେଇ ମାନଙ୍କରେ ନିଆଁ ।


Rate this content
Log in