STORYMIRROR

Pallabini Acharya

Others

4  

Pallabini Acharya

Others

ଟ୍ରାଏଲ

ଟ୍ରାଏଲ

1 min
401


ଭିଜା ଭିଜା ବର୍ଷା,

ଅସରାଏ ଢାଳି ଦେଲା ପରେ ତନୁ,

ମନରେ ଖେଳିଯାଏ ଅପୂର୍ବ ପୁଲକ ।

ଆକାଶରେ ନବୀନ ମେଘମାଳରେ ରାଜୁତି,

ଝିପଝିପ ବର୍ଷା,

ଟୁପଟୁପ ଶବ୍ଦ ଗ୍ରୀଷ୍ମର କଷ୍ଟକୁ ଦୂରୀଭୂତ କରେ । ସବୁଜିମାରେ ସଜେଇ ହୁଏ ପ୍ରକୃତି ରାଣୀ ।

Advertisement

rgb(0, 0, 0);">ଅନେକ ରଙ୍ଗୀନ ଫୁଲରେ ଅତୀବ ରମଣୀୟ,

ଦର୍ଶନୀୟ ଦିଶେ ଚତୁର୍ଦ୍ଦିଗ ।

ଆକାଶରେ ନବୀନ ନୀଳ କାଦମ୍ବିନୀ ଚଳଚଞ୍ଚଳ ।

ସେହି ଲାସ୍ୟମୟୀ

ମେଘରାଣୀର ରୂପକାନ୍ତି ସହ

ତା ସହ ଜଡ଼ିତ ଆମ ସ୍ମୃତି,

ଅନୁଭୂତିକୁ ଶବ୍ଦର ରୂପ ଦେବା ପାଇଁ ।।


Rate this content
Log in

More oriya poem from Pallabini Acharya