Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Debnath

Inspirational

4.2  

Prabhati Debnath

Inspirational

ସଂଘର୍ଷ

ସଂଘର୍ଷ

1 min
277


ବିନା ଅସ୍ତ୍ର ଶସ୍ତ୍ରେ ଆଜି ଏ ସଂଘର୍ଷ

ଭୟଭୀତ ବିଶ୍ବବାସୀ ,

ଅଦୃଶ୍ୟ ଶତୃର ଆତଙ୍କ ରାଜରେ

ମାନବକୁ ଯାଏ ଗ୍ରାସି ।।

କରୋନା ନାମରେ ନିଜକୁ ଚିହ୍ନାଏ

କରୁଣା ଟିକିଏ ନାହିଁ ,

ତାଣ୍ଡବ ନୃତ୍ୟରେ ନାଚି ସେ ଉଠିଛି

ପ୍ରାଣର ପ୍ରାଣକୁ ଛୁଇଁ ।।

ଦେଶ ବିଦେଶର ବୈଜ୍ଞାନିକ ମାନେ

ଔଷଧ ମିଳାନ୍ତି ନାହିଁ ।।

ସଚେତନ ହେବ ସତର୍କ ରହିବ

ଦୂରତା ଦେବ ବଢ଼ାଇ ,

ନିଜ ଗୃହ ମଧ୍ୟେ ବନ୍ଦୀ ହୋଇ ରୁହ

ଭୂତାଣୁ ଯିବ ପଳାଇ ।।


Rate this content
Log in

Similar oriya poem from Inspirational