Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Debnath

Inspirational

4  

Prabhati Debnath

Inspirational

ଫଗୁଣର ଶେଷ ଚିଠି

ଫଗୁଣର ଶେଷ ଚିଠି

1 min
608


ଫଗୁଣର ଶେଷ ଚିଠିଟି ସୁନ୍ଦର

ଆହେ ପ୍ରଭୁ ଜଗନ୍ନାଥ ,

ଫଗୁଣର ଫଗୁ ସବୁଦିନ ଥାଉ

କରୁଣା କର ହେ ନାଥ ।


ସଭିଙ୍କ ଜୀବନେ ଭରିଦିଅ ତମେ

ସୁଖ ସମୃଦ୍ଧିର ରଙ୍ଗ ,

ହିଂସା, ଦ୍ୱେଷ, ଘୃଣା ଦୂର ହୋଇ ଯାଉ

ଭରିଦିଅ ପ୍ରୀତି ରାଗ ।


ମାନବ ସେବାକୁ ସମର୍ପି ଜୀବନେ

ଭରିଦିଅ ତୃପ୍ତି ରସ ,

ଶକ୍ତି ଦିଅ ମନେ ପାନ ଯେ କରନ୍ତୁ

ସଂସାରର ସବୁ ବିଷ ।


ପୂର୍ଣ୍ଣ ହେଉ ସଦା ସଭିଙ୍କ ମନରେ

ଯେତେ ସୁମଙ୍ଗଳ ବାଣୀ ,

ସବୁରି ରଙ୍ଗରେ ରଙ୍ଗାଇ ଦିଅ ହେ

ହସୁ ଏ ଧରଣୀ ରାଣୀ ।



Rate this content
Log in

Similar oriya poem from Inspirational