STORYMIRROR

Bishwaranjan Tripathy

Tragedy

3  

Bishwaranjan Tripathy

Tragedy

ସଂଘର୍ଷ

ସଂଘର୍ଷ

1 min
27

ବାହାହବା ପାଇଁ ଚାହୁଁ ସେ ନଥିଲା

ପରିସ୍ଥିତି ତାକୁ ବାଧ୍ୟ କଲା

ବାହା ହୋଇସାରି ସ୍ୱାମୀ ଅତ୍ୟାଚାରେ

ଅତିଷ୍ଠ ହୋଇପଡିଲା।।


ପିଲାଦିନ ସାଥି ସହାୟତା ପାଇ

ମନରେ ସାହସ ବାନ୍ଧିଲା

ଗୋଟିଏ ରାତିରେ ସୁଯୋଗ ଖୋଜି ସେ

ଘରୁ ବାହାରି ଚାଲିଗଲା।।


ରହିଲା ସାଙ୍ଗର ସାଥେ ତାର ଘରେ

ଅଳ୍ପ କିଛିଦିନ ପାଇଁ

ସାଙ୍ଗ ସାହାଯ୍ୟରେ କିଛିଦିନ ପରେ

ଆତ୍ମନିର୍ଭରଶୀଳ ହୋଇଲା ଅଚିରେ।।


ବହୁତ ସଂଘର୍ଷ କରିବା ପରେ 

ସଫଳ ହୋଇଲା ସେହି

ତାର ସଫଳତା ଶ୍ରେୟ ସବୁ ଯେତେ

ସାଙ୍ଗ ଉପରେ ଦିଏ ଅଜାଡ଼ି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy