Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prajna Paramita Mohanty

Abstract Others

3  

Prajna Paramita Mohanty

Abstract Others

ସଂଘାତ

ସଂଘାତ

1 min
33


କିଛି ହରେଇବାର ଯନ୍ତ୍ରଣା,

ତ କିଛି ପାଇବାର କାମନା

ମୋ ପାଇଁ ଦୁଇଟା ଯାକର ମାନେ ଏକା ତ !


ଯାହା କିଛି ପାଇବାର ଯୋଗ୍ୟ ଥାଏ,

ତାହା ହେଇଯାଏ ଅନ୍ୟଦ୍ଵାରା ଅପହୃତ ।

ସ୍ଵପ୍ନସବୁ ହେଇଯାଏ ମୋର କ୍ଷତ-ବିକ୍ଷତ ।


ତଥାପି ଅବଶିଷ୍ଟ ସ୍ଵପ୍ନକୁ ସାଉଣ୍ଟି ନେଇ

ବଞ୍ଚିବାକୁ ଚାହେଁ ଦୁନିଆରେ ସତ,

ହେଲେ ନିଷ୍ଠୁର ଦୁନିଆ ତାକୁ କରୁଥାଏ ପ୍ରତିହତ ।


ଜୀବନସାରା ଚାଲିଥାଏ 

ସମୟ ଓ ମୋ ଭିତରେ ସଂଘର୍ଷ ଶତତ ।


ଅତୀତରୁ ବର୍ତ୍ତମାନ ଓ ଭବିଷ୍ୟତ, 

ଯାହାର ଅନ୍ୟ ନାମ ହିଁ "ସଂଘାତ" । 


Rate this content
Log in