STORYMIRROR

Suresh chandra Padhy

Abstract

3  

Suresh chandra Padhy

Abstract

ସନ୍ଧ୍ୟା

ସନ୍ଧ୍ୟା

1 min
170


ଜୟ ଜୟ ସନ୍ଧ୍ୟା ଦେବି ତୁମକୁ ପ୍ରଣତି

ତୁମରି ଆଶିଷ ଝରୁ ଥାଉ ନୀତି

ତୁମ ଆଗମନେ ମାଆ ଶୁଭ ଶଙ୍ଖ ବାଜଇ

ସବୁ ଆଡ଼େ ପବିତ୍ର ନାଦ ଶୁଭଇ

ଘରେ ଘରେ ମାଆ ଜାଳେ ସଂଜ ବତୀ

ସବୁ ମନ୍ଦିର ରେ ହୁଏ ମଙ୍ଗଳ ଆରତୀ

ସନ୍ଧ୍ୟା ବେଳ ରେ କେହି ନ କରେ ଭୋଜନ

ଶେଜରେ କେହି ନ କରଇ ଶୟନ

ସନ୍ଧ୍ୟା ବେଳ ରେ ସବୁ ଧର୍ମ କୁ କରନ୍ତି

ଘରେ ଘରେ ଭାଗବତ ପାଠ ଯେ କରନ୍ତି

ସନ୍ଧ୍ୟା ହେଲେ ପକ୍ଷୀ ବସା କୁ ଫେରନ୍ତି

ଗୋ ମାତା ନିଜ ଗୁହାଳ ରେ ରହନ୍ତି

ଚାଷ ସାରି ଚଷା ଆସନ୍ତି ଘରକୁ

ସନ୍ଧ୍ୟା ବେଳେ ସର୍ବେ ବନ୍ଦନ୍ତି ଈଶ୍ୱର ଙ୍କୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract