Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Classics

3  

Suresh chandra Padhy

Classics

ସନ୍ଧ୍ୟା ଭ୍ରମଣ

ସନ୍ଧ୍ୟା ଭ୍ରମଣ

1 min
154



ଆସ କରିବା ସନ୍ଧ୍ୟା ଭ୍ରମଣ

ସନ୍ଧ୍ୟା ଭ୍ରମଣ ଶାନ୍ତିର କାରଣ ।


ଦିନ ସାରା କାମ କରି ମନ ଭାରାକ୍ରାନ୍ତ ଲାଗଇ

ସନ୍ଧ୍ୟା ଭ୍ରମଣ ରେ ସବୁ ସୁଖ ମିଳଇ ।


କେତେ ବନ୍ଧୁ ସାଥେ ହୁଅଇ ଭେଟ

ବନ୍ଧୁ ସାଥେ କଥା ହେଲେ ଯାଏ ସବୁ କଷ୍ଟ ।


ହାଲୁକା ପବନ ଦେହ କୁ ଆନନ୍ଦ ଦିଅଇ

ମନ କୁ ସତେଜ କରି ଶାନ୍ତି ଦିଅଇ ।


ପିଲାମାନେ ସ୍କୁଲରୁ ଆସି ସନ୍ଧ୍ୟାରେ ଖେଳନ୍ତିବୁଲନ୍ତି

ପିଲା ମାନେ ସନ୍ଧ୍ୟା ରେ ବୁଲି ପାଠରେ ମନ ଦିଅନ୍ତି


ବୟସ୍କ ଲୋକ ମାନେ ସନ୍ଧ୍ୟା ରେ ବୁଲନ୍ତି

ନିଜ ଶରୀରକୁ ଚଳ ପ୍ରଚଳ କରି ରୋଗରୁ ମୁକ୍ତ ହୁଅନ୍ତି ।


ସନ୍ଧ୍ୟା ରେ ଭ୍ରମଣ କଲେ ସବୁ ଅବ ଶୋଷ ହୋଇ ଥାଏ ଦୂର

ସନ୍ଧ୍ୟା ଭ୍ରମଣ କରିବା ନିହାତି ଦରକାର ।


ଡାକ୍ତର ମାନେ ରୋଗୀ ଙ୍କୁ ସନ୍ଧ୍ୟା ରେ

ଭ୍ରମଣ କରିବାକୁ କୁହନ୍ତି

ସନ୍ଧ୍ୟା ରେ ବୁଲିଲେ ସବୁ ଚିନ୍ତା ଦୂର ହେବ ଉପଦେଶ ଦିଅନ୍ତି ।


ଆଜି ଠାରୁ ସନ୍ଧ୍ୟା ଭ୍ରମଣ ସଭିଏଁ କରିବା

ନିଜ ଦେହ ମନ ସୁସ୍ଥ ରହିଲେ କର୍ମରେ ମନ ଲଗାଇବା ।



Rate this content
Log in

Similar oriya poem from Classics