Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudhanjali Mishra

Action

3  

Sudhanjali Mishra

Action

ସଂଚୟ

ସଂଚୟ

1 min
11.9K


ସଂଚୟ କରିବା 

ଉତ୍ତମ ଗୁଣଟେ

ଆବଶ୍ୟକ ବେଳେ

କାମରେ ଆସେ ,

ଶିଶୁଠାରେ ଏହି 

ଗୁଣ ଦେଖାଦେଲେ

ଜାଣିଥାଅ ଦିନେ

କର୍ମରେ ବାସେ ।


ଜଳ ହେଉ ଅବା 

ବିଦ୍ୟୁତ,ଗ୍ୟାସ

କମ ଇନ୍ଧନର 

ବ୍ୟବହାର ,

ଘରକୁ କରେ ସେ

ସୁପରିଚାଳନା

ଉତ୍ତମ ତାହାର

ଶିଷ୍ଟାଚାର ।


ଦୁଇପତରରୁ

ତୁଳସୀ ବାସଇ

ବାଲ୍ୟକାଳୁ ଜଣା

ପଡଇ ଗୁଣ,

ଦେଶର ଉନ୍ନତି

ନିଶ୍ଚିତ କରିବ

ସୁନାଗରିକ ହୋଇ

ରଖି ସୁନାମ ।



Rate this content
Log in

Similar oriya poem from Action