STORYMIRROR

Niranjan Sahu

Inspirational Others

2  

Niranjan Sahu

Inspirational Others

ସମୟର ବ୍ୟବହାର

ସମୟର ବ୍ୟବହାର

1 min
14.1K


ଏ ଫର୍ ଆପୁଲୁ ଆପୁଲୁ

ବି ଫର୍ ବାନାନା,,

ପାଠ ପଢା ବୟସରେ

ପ୍ରେମ ଆଉ କରନା

ପ୍ରେମ କରି ଜୀବନରେ

କିଳାକୁ ଡାକେନା

ଝିଅଙ୍କର ପଛେ ପଛେ

ଜମାରୁ ଗୋଡାନା

ନିଜର ଭବିଷ୍ୟତକୁ

ନଷ୍ଟ ଆଉ କରେନା

ବାପା ମା’ଙ୍କ ବିଶ୍ୱାସେ

ଧୋକା ଜମା ଦିଅନା

ବାପା ମା’ଙ୍କ ସପନ

ଚୁନା କରିଦିଅନା

ଜାଣି ଶୁଣି ନିଜ ଆଖିରେ

ଆଙ୍ଗୁଠି ମାରନା

ପାଠରେ ମନ ଦେଇ

ଦୁଷ୍ଟ ଆଉ ହୁଅନା

ଭଲ ପାଠ ଶାଠ ପଢି

ସୁନା ପିଲା ହୋଇବୁ

ବାପା ମାଆ ସେବା କରି

ଭବିଷ୍ୟତ ଗଢିବୁ

ତେବେ ଏଇ ଦୁନିଆରେ

ସନମାନ ପାଇବୁ….

।।ନିରଞ୍ଜନ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational