STORYMIRROR

#all in one adii

Abstract

4  

#all in one adii

Abstract

ସମୟ

ସମୟ

1 min
260

ଯା'ର ଗତି ଅବିରତ

କାହାକୁ କାହିଁକି

ସେ କରିବ ଅପେକ୍ଷା ଯେ

ସୂଚାଇ ଦେଉଥାଏ ଚାଲିଚାଲି

ଚରୈବେତି ଚରୈବେତି ବୋଲି

ତେବେତ 

କିଏ ଭିକାରୀରୁ ହୋଇଯାଏ

ରାଜେନ୍ଦ୍ର

ଆଉ ରାଜ ସିଂହାସନ ଛାଡି

କାହାକୁ ପଡେ ଘାସ କାଟିବାକୁ।

ପାଚିଲା ପତ୍ର ଗଛରେ

ଦେଖିନି କେହିକେବେ

ସମୟର ସ୍ରୋତରେ

ଭାସିବାକୁ ହୁଏ ସମସ୍ତଙ୍କୁ

ହେଉ ଅବା ଦେବତା କି ନର

ଏଇଟା ଏତେ ଶକ୍ତିଶାଳୀ ଯେ

ସାଲିସ୍ କରିନି ସେ

କାହା ସାଙ୍ଗେ କି ପରିସ୍ଥିତି ସାଙ୍ଗେ

ସୂର୍ଯ୍ୟୋଦୟଠୁ ସୂର୍ଯ୍ୟାସ୍ତ

ପୂର୍ଣ୍ଣିମାଠୁ ଅମାବାସ୍ୟା

ଦିନଠୁ ରାତି-ସେଇ

ଏକ ଧାରରେ ଧାବମାନ

କାହାକୁ କିଛି ଥାଏ ଯଦି ମିଳିବାର

ଅପେକ୍ଷା ଛଡା

ନଥାଏ ତାର ଅନ୍ୟଗତି

ସେ ହୋଇଥାଉ ଧନୀ କି ଗରିବ

ଏକା ହିଁ ବଳବାନ=ସମୟ!!!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from #all in one adii

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୃତ୍ୟୁ

ମୃତ୍ୟୁ

2 mins ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

Similar oriya poem from Abstract