STORYMIRROR

#all in one adii

Abstract

3  

#all in one adii

Abstract

ବଳାତ୍କାର

ବଳାତ୍କାର

1 min
181

ନା ନିଦ ନା ଭୋକ

ନା ସୁଖ ନା ଆନନ୍ଦ

ମିଳେଇ ଯାଇଛି ସବୁ

ସମୟର କରାଳ ସ୍ରୋତରେ

ତାହାର , ଯିଏ ଶିକାରୀର ଶିକାର।

ଦାନବୀୟ ଆନନ୍ଦ

ଆସୁରୀ ପିପାସା

ଦୁର୍ବାର ବାସନା ଚରିତାର୍ଥର

ମର୍ମନ୍ତୁଦ ରୂପ-ବଳାତ୍କାର।

ସବୁ ସରିଯିବାର

ସବୁ ହଜିଯିବାର,ଅସୀମ ଯନ୍ତ୍ରଣା

କେତେ ଧୋଇବ ଦୁଃଖ ଲୁହର ବନ୍ୟା

ବଞ୍ଚିକରି ବି ମରିଯିବା 

ଆଉ

ମରିକରି ବି ବଞ୍ଚିବାର

ଅକଥନୀୟ କ୍କେଶ

ଏ ଦୁଃଖ ତ ମୃତ୍ୟୁଠୁ ବଳି

ବନ୍ଦ କରିଦିଏ ବଞ୍ଚିବାର ରାସ୍ତା

ଇଏତ ମରଣର ଉପନାମ ବୋଧେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from #all in one adii

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୃତ୍ୟୁ

ମୃତ୍ୟୁ

2 mins ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

Similar oriya poem from Abstract