Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trushna Das

Abstract Inspirational Others

4  

Trushna Das

Abstract Inspirational Others

ସମୟ

ସମୟ

1 min
209


ଜୀବନ ଡୋରି ସତେ

ସମୟ ହାତେ ବନ୍ଧା ପଡିଛି 

ସମୟ ଖେଳୁଛି ଖେଳ 

ରଚନା କରୁଛି ନୂତନ ଇତିହାସ।। 


ସମୟ ନୁହେଁ କାହାରି ଯେ

ସେ ଆଗଇ ଚାଲି ଥାଏ ନିଜ ପଥେ

ଅପେକ୍ଷା କରି ନ ଥାଏ କାହାକୁ ସେ

ସମସ୍ତଙ୍କ ଜୀବନ ଡୋରି ଧରି ରଖିଥାଏ ନିଜ ପାଖେ।। 


ସମୟ ସବୁଠାରୁ ବଡ 

ଥିଲେ ଭଲ ସମୟ

ସମସ୍ତେ ହୁଅନ୍ତି ନିଜର

ଆସିଲେ ଖରାପ ସମୟ ଲାଗେ ସବୁ ପର।।


ତଥାପି ସମୟ ସବୁଠାରୁ ନିଜର

ତାହାକୁ ନିର୍ଦ୍ଧାରିତ କରିଥାଏ 

ମଣିଷର କର୍ମଫଳ

ଭଲ କର୍ମ ଦ୍ୱାରା ସମୟ ହୋଇ ପାରିବ ନିଜର 

ଖରାପ କର୍ମ କରିବ ସମୟକୁ ପର।। 


ତେଣୁ ସୁକର୍ମ କରି ସମୟକୁ କରିଲେ ନିଜର

ସମସ୍ତେ ହୋଇବେ ଆପଣାର

ହୋଇବ ଜୀବନ ହସଖୁସିରେ ଭର ପୁର

ଆଉ ନ ଥିବ ଜୀବନେ ଅବକାଶ।।


Rate this content
Log in

Similar oriya poem from Abstract