STORYMIRROR

ପ୍ରଜ୍ଞାସୁ ମହାନ୍ତି

Thriller

3  

ପ୍ରଜ୍ଞାସୁ ମହାନ୍ତି

Thriller

ସମୟ

ସମୟ

1 min
256

ମୁହୂର୍ତ୍ତ ଭିତରେ ନିଜକୁ ହଜାଇ, 

କର ତାକୁ ଆପଣାର,

ଆଜିର ମୁହୂର୍ତ୍ତ କାଲିକୁ ଯେ ନାହିଁ,

ଏକଥା ବିଚାର କର।


ସୁଖ ଦୁଃଖ ସିନା ଜୀବନର ରୀତି, 

ଯାଉଥିବ ଆସୁଥିବ,

ସମୟର ସ୍ରୋତ ନିଜର ଵୁକୁରେ,

ସଭିଙ୍କୁ ଭସାଇ ନେବ।


ସମୟ ସାଥିରେ ଚାଲିଥିବା ଆମେ, 

ନ ପଡ଼ିବା କେବେ ଥକି,

ଛାଡ଼ିଯିବା କେତେ ଅଭୁଲା ସ୍ମୃତିକୁ,

ନିଃଶ୍ୱାସ ଯେ ଯାଏଁ ବାକି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from ପ୍ରଜ୍ଞାସୁ ମହାନ୍ତି

Similar oriya poem from Thriller