STORYMIRROR

ପ୍ରଜ୍ଞାସୁ ମହାନ୍ତି

Others

3  

ପ୍ରଜ୍ଞାସୁ ମହାନ୍ତି

Others

ନିଶୀଗନ୍ଧା

ନିଶୀଗନ୍ଧା

1 min
125

ତନ୍ଦ୍ରା ଭରା ଏହି ରଜନୀରେ,

ଫୁଟିଛି ଗୋଟିଏ ଫୁଲ,

ଚନ୍ଦ୍ରର ଆଭା ଶୀତଳତା ଘେନି,

କରୁଛି ସ୍ନେହରେ ଗେଲ।


ଦୋଳାୟିତ ହୁଏ ଫୁଲଟି ଏପରି,

ବାସ ତାର ଚହଟାଇ,

ହେଲେ ସେ ଜାଣେନା,

ପାହିଲେ ରଜନୀ,

ମରିକି ଯିବ ସେ ଶୋଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from ପ୍ରଜ୍ଞାସୁ ମହାନ୍ତି