STORYMIRROR

Sunanda Mohanty

Abstract Classics Inspirational

3  

Sunanda Mohanty

Abstract Classics Inspirational

ସମୟ

ସମୟ

1 min
342

ପିଲାଦିନ ସମୟ କରି ମାନସାଙ୍କ 

କୈଶୋରଟା ଗୁଡ଼ି ବାଗୁଡ଼ି ଡୁଡୁ 

କେତେ ଯେ ରଙ୍କ 

ଯୌବନରେ ତୁଚ୍ଛା କାଳିମା କଳଙ୍କ 

ଦୃଶ୍ୟ ପରେ ଦୃଶ୍ୟରାଜି ଅଙ୍କ 

କଳା କୌଶଳ ଚାତୁରୀରେ ଜଙ୍କ 

ଖାଇ ଖୁଆଇ କେତେ ଚେଙ୍କ 

ଶେଷ ସମୟ ଚକାଆଖିରେ ରଙ୍କ 

ଜୀବନ ସାରଣୀ ଏହି ମାନସାଙ୍କ 

ଏଵେ ଏଵେ ଯେବେ ରଙ୍ଗରେ ନଅଙ୍କ 

ପାଦ ପଡୁଛି ବହୁ ବାଙ୍କ 

କେବେ ପାଣିଚିଆ ଛୁଙ୍କ 

ମାଡିଆସେ ରୋଗ ଶୋକ ଛିଙ୍କ 

ଭକ୍ତ କହି ବୋଲାଏ ସତେ ଟିଙ୍କ 

ପାଟକନାରେ ସାଇତି ବୁଢୀମା ଜାତକ 

 ଭାଙ୍ଗି ପଡନା ସମୟ ଦେଖାଏ କୁହୁକ 

ହସୁଛି ଭାଗ୍ୟ ଗଜଦନ୍ତ ପଲଙ୍କ 

ଯୁଦ୍ଧ ସାଜେ ସମୟ ଖୋରାକ 

ଘନଘଟା ପଶ୍ଚାତାପ ସମୟର 

ସାମୟିକ ଛିଙ୍କ ଆଉ ଛୁଙ୍କ

ଶେଷ ଆସରା ବାସ୍ନା ଭରା ଅବଢ଼ାର 

ଶୁଖା ନିର୍ମାଲ୍ୟ ଓ ତୋରାଣି ପାଣି ଟଙ୍କ ।


Rate this content
Log in

Similar oriya poem from Abstract