STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ମାସର ନାମ କାର୍ତ୍ତିକ 

ମାସର ନାମ କାର୍ତ୍ତିକ 

1 min
3


କାର୍ତ୍ତିକ ଆସୁଣୁ ଶୀତୁଆ ବାଆ ବହିଲା 
ନୀଳପ୍ରେମ ଲାଗି ମନ ବୃନ୍ଦାବନ ଧାଇଁଲା 
ଏତେ ବର୍ଷ ପରେ କାର୍ତ୍ତିକ ମାସରେ 
ଶୀତ ଶୀତୁଆ ପବନ ବହିଲା 
ନୀଳମଣି ଦିଶନ୍ତି ନୀଳଜହ୍ନ ସମ 
ଆକାଶେ କି ରଙ୍ଗ ଲାଗିଲା 
ରଙ୍ଗନାନୀ ବାନ୍ଧି ଆକାଶ ଦୀପ 
କାଉଁରିଆ କାଠି ଜାଳିଲା 
ନୀଳମଣି ପାଖେ ରାଧା ମାଆ ପାଦ 
ଦର୍ଶନେ ଦାର୍ଶନୀ ଲଭିଲା 
ଦୀପାବଳୀ ବାଣ ଭଳି ଭଳି 
ଫୁସ ଫୁସ ଅବା ଢ଼ୋ ଢ଼ୋ ଶୁଭିଲା 
ତୁଳସୀ ମୂଳରେ ଚତୁର୍ଦ୍ଧା ମୂରତି 
ମନ ବୃନ୍ଦାବନ ପରି ଲାଗିଲା 
ରଙ୍ଗନାନୀ ସାଥେ ରଙ୍ଗିଲା ଝିଅ ବୋହୁ 
ଶୀତ ଗୀତ କେତେ ଗାଇଲା 
ଦୀପ ତେଜି ଦେଇ ଚଉରା ମୂଳରେ 
ରଙ୍ଗନାନୀ ଭାବେ ଆଉ କେତେ ଦିନ ରହିଲା 
ରେଙ୍ଗୁନ ଯାଇ ବେଙ୍ଗ ବାପା ଯେବେ ନଇଲା 
ସେଦିନୁ କାର୍ତ୍ତିକ କରୁଛି ରଙ୍ଗନାନୀ 
ଦେହର ଚାଦର ଶୀତକୁ ଏ ସନ ଡରିଲା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract