STORYMIRROR

Bindhyabasini Jena

Abstract

2  

Bindhyabasini Jena

Abstract

ସମୟ

ସମୟ

1 min
127

ସେ ଯେ କୁହନ୍ତି ସମୟ ହି ବଳବାନ,

ଆଉ ସମୟ ହି ଦେବ ସବୁ ଉତ୍ତର,

ମୁଁ ବାସ ଜାଣିବାକୁ ଏତିକି ଇଛୁକ,

କିଏ ସେ ମହାଶୟ

ଘରେ ଘରେ ସେ କୁଆଡେ ବୁଲନ୍ତି,

କାଲି ସେଠି ଆଜି କଉଠି,

ସେଟା ବାସ ସେ ଜି ଜାଣନ୍ତି,

କୁଡ଼ିଆ ଘରଠୁ ମହଲ ପର୍ଯ୍ୟନ୍ତ,

ସେ ବାଛି ବାଛି ପହଞ୍ଚନ୍ତି

ତାଙ୍କ ଦର୍ଶନ ପାଇଁ ଦୁନିଆ ବ୍ୟାକୁଳ,

ହେଲେ ସେ ତାଙ୍କ ହିସାବରେ ଚାଲନ୍ତି

ଆଜ୍ଞା ସମୟ ଅପେକ୍ଷାରେ,

ଅନେକ ଲୋକ ଏମିତି ହି ବସି ରୁହନ୍ତି,

ନା କାର୍ଯ୍ୟ କରନ୍ତି,

ନା ହି କର୍ତ୍ତବ୍ୟ ର ମହତ୍ତ୍ୱ ବୁଝନ୍ତି,

ବାସ ସମୟ ଆସିକି ସବୁ ହାତରେ ଧରେଇ ଦେବ,

ସେ ଅପେକ୍ଷାରେ ଜୀବନ ବିତେଇ ଦିଅନ୍ତି।

ନିଜ ଜୀବନର ମହତ୍ତ୍ୱ ବି ନା ସେ ବୁଝି ପାରନ୍ତି,

ନା ହି ଜୀବନ କୁ ସାର୍ଥକ କରି ପାରନ୍ତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract