STORYMIRROR

ବ୍ୟାକୁଳ ମହତ୍ତ୍ୱ ଆଶ୍ଚର୍ଯ୍ୟ ସ୍ମିତ ପୌରାଣିକ ଯୁଗର ସୀତା ବିନା ଦ୍ବିଧାରେ ସ୍ବାମୀ ସହ ବନ ବାସ ଯାଇଥିଲେ ।ବିନା ଅପରାଧରେ ସତୀ ଅହଲ୍ୟା ପଥର ହୋଇଥିଲେ ଆଉ ଅନସୂୟା ସ୍ବାମୀଙ୍କ ପାଇଁ ବାରଙ୍ଗନା ଦ୍ବାରରେ ଗୋଟିଏ ରାତ୍ରୀ ପାଇଁ ହାତ ପାତି ଥିଲେ । କିନ୍ତୁ ଆଜିର ସୀତା ଏସବୁ କିଛିବି କରିବାକୁ ଇଛୁକ ନୁହଁନ୍ତି ବିନା କାରଣରେ

Oriya ଇଛୁକ Poems