STORYMIRROR

Bindhyabasini Jena

Abstract

2  

Bindhyabasini Jena

Abstract

ଦେଖି ଆଜି ଖୁସି ହେଲି,

ଦେଖି ଆଜି ଖୁସି ହେଲି,

1 min
16

ଦେଖି ଆଜି ଖୁସି ହେଲି,

ବହୁତ ମାନୁଞ୍ଚନ୍ତି ସରକାରଙ୍କ ବାଣୀ

ମାନୁଛି ସମୟ ଆଉ ପରିସ୍ଥିତି ଭଲ ନାହିଁ,

ହେଲେ ଏ ପରିସ୍ଥିତି ପାଇଁ ଆମେ ହି ଦାୟୀ

ହେଲେ ବହୁତ୍ କିଛି ଶିଖିବାକୁ ମିଳୁଛି,

ମଣିଷ ପୁଣି ସମୟ ନିଜ ଲୋକଙ୍କ ସହ ବିତାଉଛି

ଘର ଲୋକଙ୍କ ସହ ବସି କିଏ ଚା ପିଉଛି,

ତ କିଏ ବାପ ମା ସହ ବସି ଗପ ଚଲେଇଛି

ପିଲା ଦିନ video game ଯାହା କଣେ ରହି ଯାଇଥିଲା,

ତା ପୁଣି TV ରେ ଲାଗି ଖେଳ ଚାଲିଛି

କଉଠି ବାପା ମା ବି ପିଲା ସାଜିଛନ୍ତି,

ତ କେଉଁଠି ଅଜା ଆଇ ଗପ ଶୁଣା ଚାଲିଛି

ମୁହୂର୍ତ୍ତ ମାନୁଛି ବହୁତ୍ କଷ୍ଟ ଭରା,

ହେଲେ ନିଜ ଲୋକଙ୍କ ପାଖେ ଥିଲେ ତା ଭାରି ନିଆରା

ପରିସ୍ଥିତି ମଣିଷ କୁ ବାସ୍ତବିକ ଦେଖାଇଛି,

ସଂସାର ଆଉ ପରିବାରର ମହତ୍ୱ ବୁଝାଉଛି

ଅନେକ ଦିନ ହେଲା ଯାହା ସମ୍ଭବ ନ ଥିଲା,

ଆଜି ଏମିତି ପରିସ୍ଥିତି ସକାଶେ ଘଟି ପାରିଛି

ଏବେ ବି ସମୟ ଅଛି ନିଜକୁ ବଦଳେଇ ଦେଖ,

ପରିବାର ର ଆଉ ଘର ର ମହତ୍ୱ ବୁଝ

ଘୋଡା ଗାଡି ଟଙ୍କା ଠୁ ଅଧିକ ମୂଲ୍ୟବାନ ସମ୍ପର୍କ,

ଥରେ ହେଉ ପଛେ ଏହା ଭାବି ଦେଖ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract