STORYMIRROR

RUNALAILA MOHANTA

Abstract Children

4  

RUNALAILA MOHANTA

Abstract Children

ସମୟ

ସମୟ

1 min
270


ସମୟ ନୁହେଁ ଯେ ଗାଡ଼ି

          ଆମେ ଚାହିଁଲେ ଅଟକି ଯିବ

ନିଃଶ୍ବାସ ଯେବେ ଯିବ ଚାଲି

            ଆମ ସମୟ ଯିବ ସରି

ନୁହେଁ ସେ କାହାର ବନ୍ଧୁ

            ନୁହେଁ ସେ କାହାର ଶତ୍ରୁ

ଦିଏ ସେ ସଭିଙ୍କୁ ସମୟ

    ତାକୁ ଉପଯୋଗ କରିବା ଆମ କାମ

ସମୟ ରହେନା କାହାରି ଅଧିନ

    ସେ ତ ବୋହି ଯାଉଥିବା ସ୍ରୋତ ସମାନ

ରହିବା ଯଦି ଆଜି ଆମେ ଶୋଇ

    କାଲିକୁ ନଥିବେ ଆମ ପାଶେ କେହି

ସମୟ ସହ ବଢି ଯିବେ ସବୁ

         ବଢାଇ ପାଦ ଆଗକୁ ଅଗକୁ

ପାଇବାକୁ କିଛି ଚେଇଁ ରହିବାକୁ ହେବ

       ସମୟ ସହିତ ଚାଲିବାକୁ ହେବ

ସମୟ ରେ ସମୟ ... ... .... .... ....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract