STORYMIRROR

puspanjali das

Abstract

2  

puspanjali das

Abstract

ସମୟ ର ଧାର..

ସମୟ ର ଧାର..

1 min
91

ସତେ ଆଜି ସମୟ ର ଧାର,

ଆଶା ଓ ଆଶଙ୍କା ର,

ଦୋ' ଛକିରେ ଠିଆ ହୋଇ,

ଦେଖେ ହା ହା କାର...


ନିରବ ନିଶ୍ଚୁପ ଏଠି,

ନାହିଁ ଆଉ କୋଳାହଳ,

ଭିତତ୍ରସ୍ତ ମଣିଷ ଟି,

ପିଇ ଯାଏ ହଳାହଳ..


ପ୍ରକୃତି ର ତାଣ୍ଡବଲୀଳା ରେ,

ପରାସ୍ତ ସୈନିକ ପରି,

ମଥା ପୋତି 'ତ୍ରାହି'ବୋଲି,

ଡାକେ ସେ ଅଧୀରେ...


ସ୍ତମ୍ଭିଭୂତ, ବେଦନାସିକ୍ତ,

କୋଳ ଆଜି ଧରଣୀ ମା'ର

ଆକୁଳ ଆର୍ତ୍ତନାଦ,ଶୁଭେ ବାରମ୍ବାର,

ତା'କାନରେ ମଣିଷ ଜାତି ର...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract