Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suchitra Parida

Classics

4  

Suchitra Parida

Classics

ସ୍ମୃତିରେ ରହିଵ ୨୦୨୧

ସ୍ମୃତିରେ ରହିଵ ୨୦୨୧

1 min
221


ତୁମର ଫେରି ଯିଵାର ସମୟ

ଆଉ ଅଳ୍ପ ସମୟ ବାକି

ନିଜେ ନିଜର କଥା କେଵେ ଭାବିଛ

 ଆୟୁଷ ନୁହେଁ ଚୀରସ୍ଥାୟୀ।


ତୁମକୁ ନେଇ ଆମର ଉଦ୍ଦୀପନା

ଆମର ଆଶାର ପୁଲକ

ସ୍ବପ୍ନ ର ତାଜମହଲ ଆକାର'କ୍ଷା

କରିଦେଲ ଧୂଳିସାତ ।


ତୁମେ ଦେଇ ଯାଇଥିବା କ୍ଳେଶ ପାଇଁ

ଆମର ସ'ଗ୍ରାମ ଜାରି

ଵୁହାଇ ଦେଇଥିବା ଝଡ ବତାସି ଠାରୁ

କରୋନା ହୋଇଛି ଭାରି ।


ହେ ବିଦାୟୀ ବର୍ଷ କେଵେ ଆମେ

ହାରିବୁନି ହଟିଵୁନି

ଆମୋ ସଦା ସମସ୍ୟା ସମାଧାନ

ପାଇଁ ପଛକୁ ଫେରିବୁନି ।


ତୁମେ ଆମଠାରୁ ଛଡ଼ାଇନେବା

ଆଉ ଭାଙ୍ଗି ବାକୁ

ଗଢିବୁ ଆଉହୁରି ସରସ ସୁନ୍ଦରକରି

ଦେଖାଇବୁ ତୁମକୁ।


ତୁମେ ଦୂରରେ ରହି ଦେଖିଵଅନୁଭଵ

ହୋଇ କହିଵ ତୁମେ

ସାଵାସ୍ ହେମଣିଷ ସମାଜ ,ହାରଛି ମୁଁ

ଜିତ୍ ମାର୍ ଛ ତୁମେ ।


ସୃଷ୍ଟି କର୍ତ୍ତାଙ୍କ ଶ୍ରେଷ୍ଠ ସୃଷ୍ଟ ଆମେ

ଅଛନ୍ତି ଆମ ସହ ସଦା

ତାଙ୍କରି ପ୍ରୀୟତମ ସନ୍ତାନ ଆମେ

ସେ ଥାନ୍ତି ଆମସାଥେ ସଦା ।


Rate this content
Log in

Similar oriya poem from Classics