STORYMIRROR

Reeta aparajeeta Mohanty

Tragedy

4  

Reeta aparajeeta Mohanty

Tragedy

ସ୍ମୃତି

ସ୍ମୃତି

1 min
176

ସ୍ମୃତିର ଭଙ୍ଗା ନାଆରେ ଆଉ କେତେ ଭାସିବା ?

ଜୀବନର ସେହି ଯନ୍ତ୍ରଣାରେ ଆଉ କେତେ ଜଳିବା ?


ଆଖିରେ ଆଖିରେ ଲୁହ ଆଉ କେତେ ଢାଳିବା ?ସବୁବେଳେ ଆଖି ଭାରି ଲାଗେ ମନଫୁଲ ଶୁଖିଲା ଶୁଖିଲା ଆଉ କେତେ ହୃଦୟରୁ ଝରା ଫୁଲ ତୋଳିବା ।


ଜୀବନର ଆକାଶରେ ଯନ୍ତ୍ରଣା ଓ ସ୍ମୃତିକୁ ଛାଡି ଦେଇ

ଲାଲ ଲାଲ ରଙ୍ଗୀନ ବେଳୁନ ହାତେ ଦେଇ ଚାଲ ଆମେ ଉଡିଯିବା ଦୂର ସେ ସ୍ୱପ୍ନର ଦେଶ ।

ଜୀବନଟା ସତ ସ୍ମୃତି ବ୍ୟର୍ଥତା ଆଉ ସବୁ ମିଛ ମିଛ ମିଛ।


Rate this content
Log in

Similar oriya poem from Tragedy