STORYMIRROR

Sudhashree Bhattamisra

Abstract

2  

Sudhashree Bhattamisra

Abstract

ସ୍ମୃତି

ସ୍ମୃତି

1 min
162

ସ୍ମୃତି ନୁହେଁ ଜଳିବାକୁ

ସ୍ମୃତି ଖାଲି ଜହ୍ନ ରାତି

ସ୍ମୃତି ଏକ ସ୍ପର୍ଶ

ସ୍ମୃତି ଏକ କୋମଳ ପରଶ

ସ୍ମୃତି ବେଳାଭୂମି

ସ୍ମୃତି ଶାମୁକା

ସ୍ମୃତି ଚିରନ୍ତନ

ସ୍ମୃତି ଶାଶ୍ୱତ

ସ୍ମୃତି ଅପରିବର୍ତ୍ତିତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

Similar oriya poem from Abstract