STORYMIRROR

Ranjit Sahu

Romance Tragedy Others

3  

Ranjit Sahu

Romance Tragedy Others

ସ୍ମୃତି

ସ୍ମୃତି

1 min
173

ତୁମର ସ୍ମୃତି,

ଘନ କୁହୁଡି ଦିନରେ,

ପ୍ରଭାତ ମହକରେ ବିଲୀନ ହେଉଥିବା, 

ଅସ୍ପଷ୍ଟ ରୂପରେଖଟିଏ I 


ମଳିନ ପଡିଥିବା ପାଉଁଶ ଗଦାରେ, 

ଶୀତର ମୃଦୁ ଅଭିଜ୍ଞତା,

କ୍ଷଣକ ଲାଗି ପୁଲକିତ କରି,ଉଭେଇ ଯାଉଥିବା ,

ଅବହେଳିତ ଘାସ ଗାଲିଚାର,

ମୁଠାଏ କାକରର ସ୍ପର୍ଶ I 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance