STORYMIRROR

Sudhashree Bhattamisra

Abstract

2  

Sudhashree Bhattamisra

Abstract

ସ୍ମୃତି

ସ୍ମୃତି

1 min
178

ସ୍ମୃତି ମୋର

ବାଲିଘର ଖେଳ

ସ୍ମୃତି ମୋର ପିଲାବେଳ କଥା

ସ୍ମୃତି ମୋର ଭଙ୍ଗା ନା ଟିଏ

ସ୍ମୃତି ମୋର

ପୁରୁଣା ଆଲବମ ଟିଏ !


Rate this content
Log in

Similar oriya poem from Abstract