STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ସ୍ମୃତି

ସ୍ମୃତି

1 min
222

ସ୍ମୃତି ରୁପା ଆଇନା

ମୁହଁ ଦେଖେ ପ୍ରତିବିମ୍ବ

ସାଉଁଟେ ସ୍ମୃତିକୁ

ତୁଳି ରଙ୍ଗ ନିଏ

ଆଙ୍କେ ସ୍ମୃତିର

ରୂପରେଖ କେବେ

ତିକ୍ତ ଆଉ କେବେ ମଧୁର

ସ୍ମୃତି କଦମ୍ବ ବନ

ସ୍ମୃତି ମଧୁ ରାତି

ସ୍ମୃତି ଶୀତଳ ଚନ୍ଦ୍ରମା

ସ୍ମୃତି ଜହ୍ନ ରାତି

ସ୍ମୃତି ଅଭୁଲା ପରଶ

ଅଜଣା ବାଟରେ

ସ୍ମୃତି କଳ କଳ

ନିର୍ଝରିଣୀ ଝରଣା ଟିଏ

ସ୍ମୃତି ନଈଟିଏ

ସ୍ମୃତି ଅଭୁଲା ଅତୀତ

ସ୍ମୃତି ସାଗର ଟିଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ତମେ

ତମେ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

Similar oriya poem from Abstract