STORYMIRROR

Tapaswini DashSarangi

Abstract Classics Fantasy

3  

Tapaswini DashSarangi

Abstract Classics Fantasy

ସ୍ମୃତି

ସ୍ମୃତି

1 min
11.9K

ସ୍ମୃତି ତୁମେ ଆସିଥିଲ ମେଘ ସବାରୀରେ

ହେଲେ ଛାଡି ଦେଇଗଲ ଝଡ଼ ବତାଶ କୋଳରେ।

ସ୍ମୂତି ତୁମେ ଆସିଥିଲ କଅଁଳ ଖରାର ପରଶେ

ହେଲେ ମୁଁ ଜଳିଗଲି ବୈଶାଖୀର ଦେଶେ।

ସ୍ମୃତି ତୁମେ ଆସିଥିଲ ପୁନେଇ ରାତିରେ

ହେଲେ ମୁଁ ଦିଗହରା ହୋଇଗଲି ଉଆଁସି ଅନ୍ଧାରେ।

ସ୍ମୃତି ତୁମେ ଆସିଥିଲ ଜନ ଅରଣ୍ୟରେ

ପାଇଲି ମୁଁ ମୋତେ ଖୋଜି ନିସ୍ତବ୍ଧତା ଘେରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract