STORYMIRROR

Gangotri Priyadarshini

Abstract Classics Fantasy

3  

Gangotri Priyadarshini

Abstract Classics Fantasy

ସ୍ମୃତି

ସ୍ମୃତି

1 min
189

ସ୍ମୃତି ଟିଏ ଜହ୍ନ ରାତି ଭେଟି ଦେଇ ପାରେ

ସେଇ ସ୍ମୃତି ବହି ଯାଏ ଆଖି ଲୁହ ଧାରେ

ସ୍ମୃତି ପୁଣି ନଈ ପଠା ସାଥିର ବଇଁଶୀ ସ୍ଵନ

ସ୍ମୃତି ଏକା ବୁଝି ପାରେ ଏଇ ଅମାନିଆ ମନ ।।


ସ୍ମୃତି ସେତ ଦୂର ଦେଶୀ ବନ୍ଧୁର ମେଲାଣି ଶପଥ

ସାକ୍ଷୀ ଏକା ସ୍ମୃତି ଅଛି କଥା ଥିଲା ଛାଡିବନି ହାତ

ସ୍ମୃତି ଆଜି ଖୋଲାକାଶେ ଡେଣା ଝଡ଼ା ପକ୍ଷୀ

ସ୍ମୃତି ଟିଏ ନିଆଁ ଝୁଲ କେହି ନପାରନ୍ତି ଦେଖି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract