Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Durga Panda

Abstract Romance

4  

Durga Panda

Abstract Romance

ସ୍ମୃତି ର ପିଞ୍ଜରା

ସ୍ମୃତି ର ପିଞ୍ଜରା

1 min
23.6K


ସ୍ମୃତି ର ପିଞ୍ଜରା ଭିତରରେ ବନ୍ଧା ଅନେକ ଅକୁହା କଥା

ବନ୍ଧା ଥିବା ଯାଏଁ ମନ ହୃଦୟ କୁ ଦିଏ ଖାଲି ତାହା ବ୍ୟଥା

ମିଳନ୍ତାକି ଜଣେ ଅନ୍ତରଙ୍ଗ ସାଥି ଖୋଲନ୍ତା ପଞ୍ଜୁରୀ ଦ୍ୱାର

ବଖାଣନ୍ତି ସବୁ ସ୍ମୃତି ର ବାର୍ତ୍ତା ମନୁ ଶଙ୍କା କରି ଦୂର

କୁହକେ ବନ୍ଧୁ ହୋଇପାରିବକି ମୋ ସ୍ମୃତି ର ତମେ ଶ୍ରୋତା

ଯା ଆଗେ ବଖାଣି ପାରିବି ଯେ ମୁହିଁ ମୋ ସ୍ମୃତି ର ସବୁ ବାର୍ତ୍ତା


Rate this content
Log in

Similar oriya poem from Abstract